#ଭିଜିଲାନ୍ସ_ଜାଲରେ_ଯନ୍ତ୍ରୀ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଅଜୟ ସେନାପତିଙ୍କ ଭଡ଼ାଘର ଓ ପୈତୃକ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ ହେଉଛି । ଅଜୟ ବାଲେଶ୍ବର ପୂର୍ତ୍ତ ବିଭାଗ-2ରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।
#ArgusNews #Balasore #VigilanceRaid #assistantengineer #Odisha