ଭଲି ବଲ ଖେଳ ପାଇଁ ସୁନାମ ଅର୍ଜନ କରିଛି ପାଇକସାହି !
ଖେଳ ପାଇଁ ସୁନାମ ଅର୍ଜନ କରିଥିବା ଏମିତି ଏକ ଗାଁ ହେଉଛି ବାଲେଶ୍ୱର ଓ ମୟୂରଭଞ୍ଜ ସୀମାର ପାଇକସାହି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଏହି ଗାଁରେ ପୁଅ ହେଉ କି ଝିଅ ଘରେ ଘରେ ଜଣେ ଜଣେ ଭଲିବଲ ଖେଳାଳି
#ArgusNews #Balasore #Vollyboll #Player #Mayurbhanj #Paikasahi #Odisha