ଫୁଲୁ୍ୱାମା ଆକ୍ରମଣ କୁ ଚାରି ବର୍ଷ ବିତିଲାଣି | ଏହି ଦିନକୁ ଭାରତବର୍ଷରେ କଳାଦିନ ପାଳନ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ଦେଶବାସୀ | ଏହି ପରିପ୍ରେକ୍ଷୀରେ ଵଜରଙ୍ଗ ଦଳ ପକ୍ଷରୁ ନେମାଳ ପଦ୍ମପୀଠ ରେ ଦୀପ ପ୍ରଜ୍ଵଳିତ କରି ଫୁଲୁୱାମା ଆତଙ୍କି ଆକ୍ରମଣ ରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
#ArgusNews #pulwamaattack #balidandiwas #odisha