ମାଲକାନଗିରି ଜିଲ୍ଲା ବାଲିମେଳା ମାଲ୍ୟାବନ୍ତ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଦେୟ ମୁକ୍ତ ଶିକ୍ଷା ସଂସ୍ଥା ରେ ଆଜି ସନ୍ଧ୍ୟା ସମୟରେ ଆର ଏସ ଏସ ର କ୍ଷେତ୍ର ସେବା ପ୍ରମୁଖ ଓଡିଶା ,ପଶ୍ଚିମବଙ୍ଗ,ସିକିମ,ମିଜୋରାମ ଦାୟିତ୍ୱରେ ରହି ଜଗଦୀଶ ଖାଡଙ୍ଗା ଗସ୍ତରେ ଆସିଥିଲେ । ଏଠାରେ ଥିବା ମାଲ୍ୟାବନ୍ତ ସ୍ୱେଚ୍ଛାସେବୀ ସଂଗଠନ ରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇଥିଲା ।
#Malkanagiri #balimela #voluntaryorganization #JagadishKhadanga #Odisha #ArgusNews