#ଐତିହାସିକ_କଟକ_ବାଲିଯାତ୍ରାରେ_ଅଖା_ରେଷ୍ଟୁରାଣ୍ଟ
ନାଁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଦେଖିଲେ ବିଶ୍ଵାସ କରିବେ। କଟକ ବାଲିଯାତ୍ରାର ତଳ ପଡ଼ିଆରେ ଥିବା କଟକ ଇନ୍ କଟକ ଲାଉଁଜରେ ରହିଛି ଏହି ଅଖାରୁ ସଜେଇ ହୋଇଥିବା ରେଷ୍ଟୁରାଣ୍ଟ...।
#Cuttack #baliyatra2022 #resturant #SackRestaurant #decoration #odisha #ArgusNews