ଆଜି ହେଉଛି ବାଲିଯାତ୍ରାର ଦ୍ଵିତୀୟ ଦିନ। ଉଠୁଛି ପଡୁଛି ତଳ ଓ ଉପର ବାଲିଯାତ୍ରା ପଡ଼ିଆ। ଆଜି ଛାଡ଼ଖାଇ ଥିବାରୁ ବାଲିଯାତ୍ରା ତଳ ପଡ଼ିଆର ବାରିପଦା ପ୍ରସିଦ୍ଧ ମୁଢି ମଟନ ଷ୍ଟଲରେ ଲାଗିଛି ଲୋକଙ୍କ ଗହଳି...।
#Cuttack #baliyatra2022 #Chhadakhai #MudhiMutton #enjoying #Odisha #ArgusNews