#ବାଲିଯାତ୍ରାକୁ_ନେଇ_ତେଜିଲା_ବିବାଦ
#କୋଟି_କୋଟି_ଟଙ୍କାର_ଦୁର୍ନୀତି_ଅଭିଯୋଗ
ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । ଆୟ ବ୍ୟୟର ସ୍ପେଶାଲ ଅଡିଟ୍ ପାଇଁ ଦାବି କରିଛନ୍ତି । ସେପଟେ ଜିଲ୍ଲାପାଳ କହିଛନ୍ତି ସମସ୍ତଙ୍କ ସହଯୋଗରେ ବାଲିଯାତ୍ରା ହୋଇଛି ଏବଂ ରେକର୍ଡ ବ୍ୟବସାୟ ହୋଇଛି ।
#ArgusNews #baliyatra2022 #allegations #income #expenditure #PujaCommittee #Metropolitan #Cuttack #Odisha