#ଜୀବନ_ଖୋଜୁଛି_ସାହାରା
ବାଉଁଶ ଶିଢି ସାଜିଛି ଜୀବନ ଆଉ ଜୀବିକାର ମାଧ୍ୟମ । ପରିବାରର ଦୁଃଖ କଷ୍ଟ ଆଗରେ ଭୁଲିଯାଇଛି ନିଜର ପିଲାଦିନ । ଏ ଗାଁ ରୁ ସେ ଗାଁ ବୁଲି ବୁଲି ବାଉଁଶ ଶିଢି ବିକ୍ରି କଲେ ଚଳୁଛି ଘର ପରିବାର । ୧୩ବର୍ଷର ଝିଅ ହୋଇ କାନ୍ଧରେ କାନ୍ଧେଇଛି ପରିବାରର ଅସୁମାରୀ ବୋଝ ।
#ArgusNews #LittliGirl #bambooladder #Helpless #Odisha