୪ ଦଫା ଦାବି ନେଇ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବାମରା ବନ୍ଦ ଡାକରା ଦିଆଯାଇଛି। ବାମରା ମୁକ୍ତିଧାମ କମିଟୀ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜାର ସହ ବିଭିନ୍ନ ଅନୁଷ୍ଠାନ ବନ୍ଦ କରାଯାଇଛି
#Sambalpur #Bamra #Close #Protest #ArgusNews