#କୁଚିଣ୍ଡାରେ_କର୍ଣ୍ଣାଟକ_ଭଳି_କଦଳୀ_ଚାଷ
କଦଳୀ ଗଛର ଗହଳ ଭିତରେ ଦେଖିବାକୁ ମିଳୁଛି ବେଶ ବଡ଼ ଆକାରର କାନ୍ଧି । ଗୋଟିଏ ଦୁଇଟି ଗଛ ନୁହଁ ବରଂ ଏଠାରେ ଥିବା ହଜାର ହଜାର ଗଛରେ ପଡିଛି କାନ୍ଧି । ଆନ୍ଧ୍ର ଓ କର୍ଣ୍ଣାଟକ କଦଳୀ ବଗିଚାର ଭ୍ରମ ସୃଷ୍ଟି କରିଛି କୁଚିଣ୍ଡାର ଏହି କଦଳୀ ଫାର୍ମ । ଚାଷ ପ୍ରତି ରହିଥିବା ଆଗ୍ରହକୁ ଏଭଳି ଭାବରେ ସାକାର କରିଛନ୍ତି କୁଚିଣ୍ଡା ବ୍ଲକ କୁନ୍ତରା ପଂଚାୟତ ତୁରେଇ ନିକ୍ତିମାଲ ଗାଁର ଦାସମଣୀ କିଷାନ ।
#ArgusNews #BananaCultivation #Kuchinda #farmers #farming #GoodNews #Odisha