ଭୁଶୁଡ଼ିପଡିଲା କଲେଜ୍ ପଡିଆ ଗ୍ୟାଲେରୀ !
ଅଳ୍ପ ବର୍ଷାରେ ବାଙ୍କୀ ସ୍ୱଂୟଶାସିତ ମହାବିଦ୍ୟାଳୟର ଖେଳ ପଡ଼ିଆରେ ନଵ ନିର୍ମିତ ଦର୍ଶକ ଗ୍ୟାଲେରୀ ଭୁଶୁଡ଼ିଲା । ନବ ନିର୍ମିତ ଦର୍ଶକ ଗ୍ୟାଲେରୀକୁ ଗତ ୨୩ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀ ଉଦଘାଟିନ କରିଥିଲେ । ତେବେ ନିର୍ମାଣ କାମରେ ବ୍ୟପକ ଅନିୟମିତତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଲା
#ArgusNews #Cuttack #Banki #GalleryCollapse #Odisha