ଆଜି ସମ୍ବଲପୁର ଗସ୍ତରେ ଆସିଛନ୍ତି ନିଖିଳ ଓଡିଶା ଆଇନଜୀବୀ ସଂଘର ସଭାପତି ଜ୍ଞାନ ରଞ୍ଜନ ମହାନ୍ତି l ଆଜି ସେ ସମ୍ବଲପୁର ଗସ୍ତରେ ଆସି ଜିଲ୍ଲା ଓକିଲ ସଂଘର ସଭାପତି ଏବଂ ବରିଷ୍ଠ ଆଇନଜୀବି ସଦସ୍ୟ ମାନଙ୍କ ସହ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି..l
#ArgusNews #HighCourt #BarAssociation #pressconference #highcourtbench #Odisha