ଓଡ଼ିଶା ନୃତ୍ୟ ମଣ୍ଡଳ ଓ କଟକ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ବାଲିଯାତ୍ରା ଉପର ପଡ଼ିଆରେ ଆୟୋଜିତ ବାରବାଟୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ଅଧିକ ଆକର୍ଷଣୀୟ ପାଲଟିଥିଲା। ଏହି ଉତ୍ସବକୁ ବିଚାରପତି ରଘୁବିର ଦାସ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ସୀତାକାନ୍ତ ଦାସ ଓ ଗୁରୁ ଆଶିଷ ଦାସ ଯୋଗ ଦେଇଥିଲେ।
#ArgusNews #Cuttack #BarabatiMahotsav #odisha