ବାରବାଟୀ ଟି 20 ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅଫ ଲାଇନ ଟିକେଟ ବିକ୍ରି । ପ୍ରଥମ ପର୍ଯ୍ୟାୟରେ ବିକ୍ରି ହେଉଥିବା ଏହି ଟିକେଟ କେବଳ ଓସିଏ ସହିତ ଅନୁବନ୍ଧିତ ସଂଗଠନ, ସ୍କୁଲ , କଲେଜ ଓ କ୍ଲବ ଇତ୍ୟାଦିକୁ ବିକ୍ରି କରାଯିବ ।
#Cricket #Cricketmatch #Ticketsale #OfflineTicketsale #BarabatiT_20 #OCA #School #Collage #Club #Cuttack #ArgusNews