ଓଡିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ବିସିସିଆଇ ଦେଇଛି ଖୁସିର ଖବର। କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଏନେଇ ସୂଚନା ଦେଇଛନ୍ତି OCA ସମ୍ପାଦକ।
#cricket #cricketlover #BCCI #Barabati #BarabatiStadium #Sports #OCA #India #SouthAfrica #cricketmatch #Cuttack #Odisha #ArgusNews