ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ !
ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ରେ ଜୟ କିସାନ ଆନ୍ଦୋଳନ ତରଫରୁ ବିଦ୍ୟୁତ୍ ବିଲ ଛାଡ କୁ ନେଇ ଚାଲିଥିବା ତହସିଲ ଅଫିସ ଘେରାଉ ନ୍ୟୁଜ୍ କଭରେଜ କରିବାକୁ ଯାଇଥିବା ସାମ୍ବାଦିକ ମାନଙ୍କୁ ନ୍ୟୁଜ ସାରି ଫେରୁଥିବା ସମୟରେ ମର୍ଣାତଙ୍କ ଆକ୍ରମଣ କରାଯାଇଛି
#ArgusNews #baragarh #Sohela #Journalist #Attack #Odisha