ଗତ 23 ତାରିଖ ଠାରୁ କଟକର 42 ମୌଜାରେ ଆରମ୍ଭ ହୋଇଯାଇଛି ବରାଳ ମହୋତ୍ସବ। ମା ନାରାୟଣୀ କାଳୀପୂଜା କମିଟି ପକ୍ଷରୁ ଆୟୋଜିତ ମହୋତ୍ସବରେ ମୀନ ବଜାର ସହ ଉଠାଦୋକାନୀଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ଖାଦ୍ୟ ଦର୍ଶକ ମାନଙ୍କ ମନ ମୋହୁଛି। ସନ୍ଧ୍ୟା ହେଲେ ଆଖାପାଖ ଅଞ୍ଚଳର ହାଜର ହାଜର ଶ୍ରଦ୍ଧାଳୁ ଭିଡ ହେଉଥିବା ପରିଲକ୍ଷିତ ହେଉଛି।
#ArgusNews #Cuttack #festival #baralfestival #Odisha