ଶାରଦୀୟ ଦୁର୍ଗାପୂଜା ପାଇଁ ଚାରିଆଡ଼େ ଉତ୍ସବର ପରିବେଶ ଦେଖିବାକୁ ମିଳିଛି । 2 ବର୍ଷର କୋରୋନା କଟକଣା ହଟିଥିବା ବେଳେ ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ ଚଳିତ ବର୍ଷ ଦୁର୍ଗାପୂଜା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତୁ ଦେଖିବା ରାଜଧାନୀର ବରମୁଣ୍ଡା ବସ ଷ୍ଟାଣ୍ଡ ପୂଜା ମଣ୍ଡପ
#DurgaPuja2022 #bhubaneswar #baramundaBusStand #ArgusNews #Odisha