ଚାଷୀଙ୍କ ଚାପରେ ନଭେମ୍ବର 21ରୁ ବରଗଡ ଜିଲ୍ଲାର ସବୁ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନେଲା ଜିଲ୍ଲା ପ୍ରଶାସନ। ବରଗଡ କିଣା ବିକା ପ୍ରକ୍ରିୟା ଆରମ୍ଭରୁ ପୁଣି କେଁ, ବରଗଡ଼ ଜିଲ୍ଲାର ଚାଷୀଙ୍କୁ ପ୍ରତାରିତ କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାରେ ଧାନକିଣାରେ ନିୟୋଜିତ ହେଉଥିବା ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ରହିଛି....।
#ArgusNews #Bargarh #DhanaMandi #FarmersProblem #Odisha