#ବରଗଡର_ପୂର୍ବତନ_ସାଂସଦ_ସଞ୍ଜୟ_ଭୋଇ_ବିଜେପି_ଦଳରେ_ସାମିଲ_ହେଲେ
୨୦୧୪ ରେ କଂଗ୍ରେସ ଦଳ ନିର୍ବାଚନରେ ଟିକେଟ ପାଇଥିଲେ । ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ଵର ଟୁଡୁ, ରାଜ୍ୟ ସଭାପତି ସମିର ମହାନ୍ତି, ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର, ବରଗଡ ସାଂସଦ ସୁରେଷ ପୁଝାରୀ, କେଭି ସିଂହ ଦେଓ ଉପସ୍ଥିତ ଅଛନ୍ତି ।
#ArgusNews #BJP #Bargarh #SanjayBhoi #Congress #Odisha