#ବରୀ_ରେପ୍_ଓ_ମର୍ଡର_ପଛରେ_ଏକାଧିକ_ପ୍ରଭାବଶାଳୀ
#ସଙ୍ଗୀନ_ଅଭିଯୋଗ_ଆଣିଲେ_ପୀଡିତାଙ୍କ_ସମ୍ପର୍କୀୟ
ବରୀ ଦୁଷ୍କର୍ମ ଓ ହତ୍ୟା ପଛରେ ଜଣେ ନୁହେଁ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ । ପୋଲିସ କେବଳ ଜଣଙ୍କୁ ଗିରଫ କରି ଚୁପ୍ ବସିଥିବା ଅଭିଯୋଗ । ବରୀ ରାମଚନ୍ଦ୍ରପୁର ପୋଲିସ ବେଙ୍ଗଳୁରୁରୁ ଜଣେ ହତ୍ୟାକାରୀକୁ ଗିରଫ କରି ବାହାବାଃ ନେଉଥିବା ବେଳେ ଏହି ଲୋମହର୍ଷକ ହତ୍ୟା ପଛରେ ଥିବା ଅନ୍ୟ ଅଭିଯୁକ୍ତ ଜାଣିଶୁଣି ଘଣ୍ଟ ଘୋଡାଯାଇଥିବା ଅଭିଯୋଗ ହୋଇଛି।
#Jajpur #BariCase #Police #odisha #ArgusNews