କିଛିଦିନ ହେବ ବାରିପଦା ସହରର ୭ଟି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ପୁନରୁଦ୍ଧାର ସମୟରେ ପଙ୍କ ସବୁ ରାସ୍ତାରେ ପଡି ଯା-ଆସ ଲୋକଙ୍କ ପାଇଁ ସମାସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ଆସିଛି
#Baripada #pond #communication #ArgusNews