#ଓଡ଼ିଆ_ପୁଅଙ୍କ_ସଫଳତା
ଯାନ୍ତ୍ରିକ ସଂଗଠନ ବିଶ୍ବ ମହାସଂଘ ସମୁହର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଓଡ଼ିଆ ପୁଅ ଇଂ ଅଶୋକ କୁମାର ବସା । ପ୍ରଥମ ଓଡ଼ିଆ ତଥା ଦ୍ବିତୀୟ ଭାରତୀୟ ଭାବେ ସେ ଏହି ପଦବୀ ଅଳଙ୍କୃତ ହୋଇଛନ୍ତି । ଏଥିପାଇଁ ତାଙ୍କ ଜନ୍ମଭୂମି ମୟୂରଭଞ୍ଜ ଜିଲ୍ଲାର ବାରିପଦା ଠାରେ "ଆମେ -୭୩"ବନ୍ଧୁ ମାନଙ୍କ ତରଫରୁ ଏକ ଭବ୍ୟ ସମାରୋହର ଆୟୋଜନ କରି ଇଂ ଅଶୋକ ବସା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
#Mayurbhanj #Baripada #OdiaBoy #ashokkumarbasa #VicePresident #Odisha #ArgusNews