ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପାଳନ ହେଉଛି ଶ୍ରୀ ହରିବଳଦେବ ଜିଉଙ୍କ ନିଆରା ରଥଯାତ୍ରା । ବାରିପଦାରେ ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ ରଥଯାତ୍ରା । ପ୍ରଥମ ଦିନ ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ରଥାରୁଢ଼ କରାଯାଇଥାଏ।
#Mayurbhanj #baripada #RathaYatra2022 #JayJagannath #ArgusNews