ଟାଙ୍ଗୀ ବନ ବିଭାଗ ଦ୍ୱାରା ଏକ କୁଟୁରା ( ଜଙ୍ଗଲୀ ଜନ୍ତୁ ) ଉଦ୍ଧାର । ବନ ବିଭାଗ କହିବା ଅନୁଯାୟୀ ଏହି ବନ୍ୟ ଜନ୍ତୁ ହେଉଛି କୁଟୁରା । ଖୋର୍ଦ୍ଧା ଜିଲ୍ଲାର ଓରଡ ଗ୍ରାମରେ କେତେକ କୁକୁର ମେଳି ହୋଇ ଆକ୍ରମଣ କରିଥିବା ବେଳେ ଟାଙ୍ଗୀ ବନ ବିଭାଗ ଖବର ପାଇ ଏହି ବନ୍ୟ ଜନ୍ତୁ ଟିକୁ ଉଦ୍ଧାର କରିଛି
#Khordha #barkingdeer #rescue #Forestdept #ArgusNews