#ବରୀ_ବୀଭତ୍ସ_ହତ୍ୟାର_ବଡ_ଗୁମର
#ମାମଲା_ଚାପିବାକୁ_ଷଡ଼ଯନ୍ତ୍ରରେ_ଥିଲା_କି_ଖାକି ?
ବାଡ ଖାଉଛି ଫସଲ ।… ଯାଜପୁର ବରୀ ବୀଭତ୍ସ ହତ୍ୟାକୁ ନେଇ ବିବାଦରେ ଖୋଦ୍ ଖାକି।... ପୋଲିସ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ତଦନ୍ତ ଆଗକୁ ବଢାଇବାକୁ ପୋଲିସ ୫ ହଜାର ଟଙ୍କା ମାଗିଥିବା ଅଭିଯୋଗ କରିଛନ୍ତି ପରିବାର
#Jajpur #Bari #Police #Odisha #ArgusNews