#ଟୁଙ୍ଗୁରୁ_ସହ_ମୁଁ_କରିବି_ଫିଲ୍ମ
ଟୁଙ୍ଗୁରୁ ଭୋଳଙ୍କ ସହ ଫିଲ୍ମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ବର୍ଷା ଭୋଳ। ଏହା ସହିତ ଟୁଙ୍ଗୁରୁଙ୍କ ଗୀତ ବାହାରିବା ପରେ ସେ ବର୍ଷାଙ୍କ ପାଖକୁ ମିଠା ନେଇ ଆସିବାକୁ କହିବା କଥା କହିଛନ୍ତି ବର୍ଷା..। ଦେଖନ୍ତୁ ଆଉ କ'ଣ କହୁଛନ୍ତି ବର୍ଷା ଭୋଳ...।
#TunguruBholo #BashaBholo #ViralAudio #lovestory #Odisha #ArgusNews