ସୁନା ଦୋକାନରେ ଚାକିରୀ କରେଇଦେବା ନାଁରେ ଠକେଇ ଅଭିଯୋଗ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ଏତଲା। ଭୁବନେଶ୍ଵର ସହିଦ ନଗର ଥାନାରେ ମାମଲା ରୁଜୁ। ଚାକିରୀ କରାଇବାକୁ ବର୍ଷା 30 ହଜାର ଟଙ୍କା ନେଇ ଠକିଥିବା ଅଭିଯୋଗ।
#ArgusNews #Bhubaneswar #Actress #barshapriyadarshini #allegations #Odisha