#ଆରମ୍ଭ_ହେଲା_ପ୍ରସିଦ୍ଧ_ବାରୁଣୀ_ସ୍ନାନ
#ରାଜ୍ୟବ୍ୟାପୀ_ବିଭିନ୍ନ_ସ୍ଥାନରେ_ବୁଡ_ପକାଇଲେ_ଶ୍ରଦ୍ଧାଳୁ
ବାରୁଣୀ ବୁଡରୁ କୋଟି ପୂଣ୍ୟ ମିଳିବା ନେଇ ରହିଛି ବିଶ୍ବାସ । ଚୈତ୍ର କୃଷ୍ଣ ଦ୍ଵାଦଶୀ ତିଥିରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବାରୁଣୀ ବୁଡ। ପବିତ୍ର ଦିନରେ ରାଜ୍ୟର ବିଭିନ୍ନ ନଦୀରେ ବାରୁଣୀ ବୁଡ ପକାଇ ପିତୃପୁରଷଙ୍କୁ ଶ୍ରାଦ୍ଧ ବାଢିଛନ୍ତି ହଜାର ହଜାର ଶ୍ରଦ୍ଧାଳୁଗଣ ।
#ArgusNews #BaruniSnana #devotee #bath #ChaitraKrishnaDavadashiTithi #Odisha