ଭୁବନେଶ୍ଵର ନହରକଣ୍ଟାରେ ଅବସ୍ଥିତ ମା ବାହୁଡେଇଙ୍କ ପୀଠରେ ଶେଷ ହୋଇଛି ବାସନ୍ତିକ ଦଶମୀ ପୂଜା। ଆଶ୍ବିନ ମାସରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଚୈତ୍ରମାସରେ ମାଆଙ୍କ ନିକଟରେ ନବ ଦିନାତ୍ମକ ବାସନ୍ତିକ ମଧୁ ପାର୍ବଣ ପୂଜା ଅନୁଷ୍ଠିତ ହୋଇଥାଏ...।
#ArgusNews #Naharkanta #BasantiDurgaPuja #Bhubaneswar #Odisha