ରାଜଧାନୀରେ ପୁଣି ଆସିଲା ରାଗିଂ ଅଭିଯୋଗ । ବେସିକ ସାଇନ୍ସ କଲେଜରେ ରାଗିଂକୁ ନେଇ ଖଣ୍ଡଗିରି ଥାନାରେ ଏତଲା। ଏତଲା ଦେଲେ ଛାତ୍ର ସୋମନାଥ ସେଠୀ। ସୋମନାଥ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ର
#Bhubaneswar #Ragging #BasicScience #SomanathSethy #ArgusNews