ହାଟରେ ସୌଦା କରୁଥିବାବେଳେ ଦୁର୍ବୃତ୍ତଙ୍କ ଗୁଳିର ଶିକାର ହେଲେ ବାସୁଦେବ । ୨୦୧୬ ମସିହାରୁ ଆଜିଯାଏ ପଙ୍ଗୁ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏଭଳି ଘଟଣା ସମ୍ନାକୁ ଆସିଛି କଟକ ଜିଲ୍ଲା ସାଲେପୁର ବ୍ଳକ ଲଷ୍ମୀନାରାୟଣପୁର ଗ୍ରାମରୁ ।
#ArgusNews #Cuttack #BasudevSahoo #NeedHelp #Treatment #Odisha