#ବାଲେଶ୍ବରରେ_ଫେଲ_ମାରିଛି_ବସୁଧା_ଯୋଜନା
ସରକାରଙ୍କ ଯୋଜନା ପାଲଟିଛି ପ୍ରହସନ । ବସୁଧା ଯୋଜନାର ପ୍ରକଳ୍ପ ହୋଇ ପାରୁନି କାର୍ଯ୍ୟକାରୀ
ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗୋପୀନାଥ ପୁର ପଞ୍ଚାୟତର ରଘୁନାଥପୁର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ଗାଁ ଲୋକେ ।
#Balasore #Soro #raghunathpurvillage #GopinathpurPanchayat #BasudhaYojanafailed #DrikingWaterIssue #GayadharSahoo #Odisha #ArgusNews