#ପିଟା_ଯାଉଛି_ବିକାଶର_ଡିଣ୍ଡିମ
#ଦିଆଯାଉଛି_ସର୍ବାଙ୍ଗୀନ_ଉନ୍ନତିର_ନାରା
ମିଳୁଛି ଯାହାକୁ ଯେତେ ପ୍ରତିଶ୍ରୁତି । ହେଲେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଦୁର୍ଗମବାସୀ । ଆମେ କହୁଛୁ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଗାଦବା ଗୁଡା ଗାଁର କଥା ।
#ArgusNews #Basudhayojana #fail #OdishaGovt #Koraput #ruralarea #Odisha