ମୌଳିକ ସମସ୍ୟାରୁ ବଞ୍ଚିତ ବାଉଁଶଗଢିଆବାସୀ
ଏଠି ଆଜି ଯାଏ ପହଞ୍ଚିନି ପାନୀୟ ଜଳ, ଶିକ୍ଷା, ପରିମଳ ଭଳି ସୁବିଧା । ଗାଁକୁ ଯିବାକୁ ହେଲେ ପାର କରିବାକୁ ହୁଏ ବିଲ ହିଡ ରାସ୍ତା । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ ।
#Baunsagadiavillage #Balasore #tribalpeople #basicfacilities #livelihood #ArgusNews