#ନିଜର_ଉତ୍ତମ_ସ୍ଵାସ୍ଥ୍ୟ_ସହ_ସୁନ୍ଦର_ଦିଶିବାକୁ_ଚାହିଁଥାନ୍ତି_ପ୍ରତ୍ୟେକ_ମଣିଷ
ତେବେ ଗ୍ରାହକକୁ ଉତମ ସେବା ପ୍ରଦାନ ଉଦେଶ୍ୟରେ ଭୁବନେଶ୍ୱରର ଜନପଥରେ ଥିବା ଏକ ଘରୋଇ ହେଲଥ କେୟାର କ୍ଲିନିକ ତରଫରୁ ଏକ ଅତ୍ୟାଧୁନିକ ମେସିନ ଲଞ୍ଚ କରାଯାଇଛି । ଅତିଥିଭାବେ ଓଡ଼ିଆ ଅଭିନେତ୍ରୀ ଉଷାଶୀ ମିଶ୍ର, ମାମା ମିଶ୍ର, ଏଲିନା ସାମନ୍ତରାୟ ପ୍ରମୁଖ ଯୋଗଦାନ କରି ଏହାକୁ ଆରମ୍ଭ କରିଛନ୍ତି ।
#ArgusNews #beautifullife #beautifullifestyle #launched #privatehealthcareclinic #Bhubaneswar #janpath #Odisha