ଗୋଆ ରେ ଅନୁଷ୍ଠିତ ହୋଇଥିବା ମିସ୍ ଆଣ୍ଡ ମିଷ୍ଟର ଚାରର୍ମିଂ ଫେସ୍ 2022 ଅକ୍ଟୋବର 30 ରେ ହୋଇଥିଲା କୋଣ ଅନୁକୋଣରୁ ପିଲା ମାନେ ଭାଗ ନେଇଥିଲେ। ଏହି ବିଉଟି ସୋ ରେ ବିଜୟ ଲାଭ କରି ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛନ୍ତି 4 ଓଡ଼ିଆ ପୁଅ ଝିଅ....।
#ArgusNews #GOA #Missandmrcharming #beautyshow #Odisha