#ବେଫିକର_ଅପରାଧୀ_ନିଘୋଡ଼_ନିଦ୍ରାରେ_ପୋଲିସ
ଅପରାଧୀଙ୍କ ଚରାଭୁଇଁ ପାଲଟିଛି ଓନିଶା । କ୍ରମାଗତ ବଢିବାରେ ଲାଗିଛି ଅପରାଧିକ ଗ୍ରାଫ । ଦିନକୁ ୨୯ରୁ ଅଧିକ ମହିଳାଙ୍କୁ ଅସଦାଚରଣ,୧୬ରୁ ଅଧିକ ମହିଳାଙ୍କୁ ଅପହରଣ ଏବଂ ୯ ଜଣ ମହିଳା ହେଉଛନ୍ତି ଦୁଷ୍କର୍ମର ଶିକାର ହେଉଛନ୍ତି । ଗୃହ ବିଭାଗର ଶ୍ବେତ ପତ୍ରରୁ ରାଜ୍ୟରେ ଅପରାଧର ଏଭଳି ସାଙ୍ଘାତିକ ଚିତ୍ର ଆସିବା ପରେ ବଢିଛି ଚିନ୍ତା ।
#Criminal #Police #Crime #Odisha #ArgusNews