ଆଗକୁ ପଦ୍ମପୁର ଉପନିର୍ବାଚନ । ହେଲେ ଉପନିର୍ବାଚନ ପୂର୍ବରୁ ଏବେ ଚାଷୀ ଖପ୍ପା । ଧାନ ନେଇ ଚାଷୀ ଏବେ ନିଆଁବାଣ ହୋଇଥିବା ବେଳେ ଉପନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।
#FarmersProtest #Padmapur #ByElection #Odisha #ArgusNews