#ଖୋର୍ଦ୍ଧା_ରାଉତପଡ଼ା_ସମବାୟ_ବ୍ୟାଙ୍କ_ଘୋଟାଲା
#୩_କର୍ମଚାରୀଙ୍କ_ବିରୋଧରେ_ମାମଲା_ରୁଜୁ
#EOW_ତଦନ୍ତ_ନିର୍ଦ୍ଦେଶ_ପାଇଁ_ଜିଲ୍ଲାପାଳଙ୍କ_ସୁପାରିଶ
ଖୋର୍ଦ୍ଧା ରାଉତପଡ଼ା ସମବାୟ ବ୍ୟାଙ୍କ ଘୋଟାଲା ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ । ରାଜ୍ୟ ଅର୍ଥନୈତିକ ଶାଖା ପକ୍ଷରୁ ତଦନ୍ତ କରିବାକୁ ସୁପାରିଶ କଲେ ଜିଲ୍ଲାପାଳ ।
#Khordha #Begunia #CooperativeBankscam #eowinvestigation #criminalcase #accused #ArgusNews