#ମର୍ଡର_ପଛରେ_ଥିଲା_କି_ନିଉଡ଼_MMS
#ମେମୋରୀ_କାର୍ଡରେ_ଥିଲା_କି_ବ୍ଲୁ_ଫିଲ୍ମ
ସଂପୂର୍ଣା ୱେବ ମିଡ଼ିଆର କ୍ୟାମେରା ମ୍ୟାନ ମାନସ ସ୍ବାଇଁଙ୍କ ମର୍ଡରକୁ ନେଇ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଚାନ୍ଦବାଲିରୁ କିଡନାପ...ଭୁବନେଶ୍ୱରରେ ମର୍ଡର । ମର୍ଡର ପଛରେ ଥିଲା ସିକ୍ରେଟ ଫୋଟୋ ଓ ଭିଡି଼ଓ ସାଙ୍ଗକୁ ଥିବା ମୋଟା ଅଙ୍କର ଟଙ୍କା କାରବାର
#Bhadrak #Chandbali #CameraMan #WebMedia #Odisha #ArgusNews