#ପ୍ରଧାମନ୍ତ୍ରୀ_ଆବାସ_ଯୋଜନାରେ_ଚଞ୍ଚକତା
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ସହ ପାତର ଅନ୍ତର ନୀତି। ଆଉ ଯେଉଁଥିପାଇଁ ଅଭିନବ ପ୍ରତିବାଦ । ଯୋଗ୍ୟ ହିତାଧିକାରୀଙ୍କ ଆବାସ କାଟି ଦେବାରୁ ବ୍ଲକରେ ଦିନ ତ ଦିନ ସାରା ରାତି ଧାରଣା ଦେଲେ ଶତାଧିକ ହିତାଧିକାରୀ । ଏମିତିକି ବ୍ଲକ ଅଫିସ ଆଗରେ ହିଁ ହଣ୍ଡା ବସିଲା ରୋଷେଇ ହେଲା । ଆଉ ସେଇଠି ଖାଇଲେ ଆବାସ ପାଇଁ ଧାରଣା ବି ଦେଲେ ।
#ArgusNews #Ganjam #Berhampur #AwasScam #Corruption #Odisha