ବ୍ୟୟବହୁଳ ରୋଗ ପାଇଁ ଅର୍ଥ ଆସିବ କେଉଁଠୁ ?
ଦିନେ ଯିଏ ନିଜ ପରିବାର ଚଳାଇବା ପାଇଁ ଦିନ ରାତି ପରିଶ୍ରମ କରି ପରିବାରର ଭରଣପୋଷଣ କରୁଥିବା ବ୍ୟକ୍ତି ଆଜି ନିଜେ ଶଯ୍ୟାଶାୟୀ । ଗଞ୍ଜାମ ବେଗୁଣିଆପଡା ବ୍ଲକ ପିହାଣିଆ ଗ୍ରାମର ଭାସ୍କର ବେହେରା । କିଡନୀ ରୋଗରେ ଆକ୍ରାନ୍ତ ହୋଇ ପଡ଼ି ରହିଛନ୍ତି । ଗଞ୍ଜାମରୁ ଦେଖିବା ଏହି ରିପୋର୍ଟ
#ArgusNews #Ganjam #BhaskarBehera #NeedHelp #Treatment #kidneydisease #Odisha