ଗଞ୍ଜାମରେ ମଣ୍ଡି ଖୋଲିବାର ଦୁଇମାସ ବିତିଗଲା ହେଲେ ଏବେବି ୨୦ହଜାରରୁ ଉର୍ଦ୍ଧ୍ବ ଚାଷୀ ଧାନ ବିକ୍ରି କରିପାରିଲେନାହିଁ । ଆଉ ଦୁଇ ଦିନପରେ ୨ହଜାର ଚାଷୀଙ୍କ ଟୋକେନ୍ ଅବଧି ସରିବାକୁ ବସିଥିବା ବେଳେ ଟାର୍ଗେଟ ନାହିଁ କହି ଭଣ୍ଡୁଛି ପ୍ରଶାସନ ଯାହାକୁ ନେଇ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣାରେ ବସିଛନ୍ତି ଚାଷୀ
#ArgusNews #Berhampur #FarmerProtest #PaddyMandi #Odisha