#ଡାଳ_ଖାଇଯିବାରୁ_ବନ୍ଧା_ପଡିଛି_ଛେଳି
#କାଠ_ମାଫିଆଙ୍କୁ_ମାଫ୍_କିନ୍ତୁ_ଛେଳିକୁ_ଦଣ୍ଡ
କାଠ ମାଫିଆଙ୍କୁ ମାଫ୍ କିନ୍ତୁ ଛେଳି ଡାଳ ଖାଇଲା ବୋଲି ୩ ଦିନ ହେଲା ଅଟକ ଅଛି ବନ କର୍ମଚାରୀଙ୍କ ଅଫିସରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ଜଙ୍ଗଲରେ ଛେଳି ଚରୁଥିବା ବେଳେ ଛେଳି ଡାଳ ଖାଇଲା ବୋଲି ଛେଳି ନେଇଗଲେ ବନ କର୍ମଚାରୀ । ଦେଖନ୍ତୁ ସଂପୂର୍ଣ୍ଣ ଭଡିଓ ।
#forest #ForestDepartment #goatarrest #Ganjam #Khallikote #Odisha #ArgusNews