#ବିପଦରେ_ପଶୁ_ସମ୍ପଦ
ପଶୁ ସମ୍ପଦ ଉପରେ ମାତିଛି ନୂଆ ରୋଗ । ଗାଁ କୁ ଗାଁ ମାତିଛି ଲମ୍ପି ସ୍କିନ ଭାଇରସ୍ । ରାଜସ୍ଥାନ, ୟୁପି, ଜାମ୍ମୁକାଶ୍ମୀର ପରେ ଓଡ଼ିଶାରେ ମାତିଛି । ଡାକ୍ତରି ଚିକତ୍ସାରେ ଭଲ ନହେବାରୁ ଗ୍ରାମବାସୀ ଆପଣାଇଛନ୍ତି ଅନ୍ଧବିଶ୍ବାସ । ଗାଇଗୋରୁଙ୍କୁ ଭଲ କରିବାକୁ ଚାଲିଛି ପୂଜାର୍ଚ୍ଚନା।
#ArgusNews #lumpy #skindisease #cattle #lumpyskindisease #Berhampur #Odisha