ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଦିର୍ଘ ଦିନ ଧରି ବିଭିନ୍ନ ସମସ୍ୟା ଲାଗି ରହିଛି । ଯାହାକୁ ନେଇ ସହରର ଏକାଧିକ ବୁଦ୍ଧିଜୀବୀଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି । MKCGର ପରିସରର ବିଭିନ୍ନ ଅଂଚଳରେ ବିକ୍ଷୋଭ କରିବା ସହ ବ୍ରହ୍ମପୁର MKCG ସୁପରିଟେଣ୍ଡଣ୍ଟ କାର୍ଯ୍ୟଳୟ ଆଗରେ ମଧ୍ୟ ବୁଦ୍ଧିଜୀବୀ ମାନେ ବିକ୍ଷୋଭ କରିଛନ୍ତି ।
#ArgusNews #Berhampur #MKCGHospital #Protest #Odisha