ସେମାନେ କେବଳ ଗଛଟିଏ ଲଗାଇଦେଇ ଚୁପ ବସି ଯାଉନାହାନ୍ତି । ବରଂ ଏହାର ସୁରକ୍ଷା ପ୍ରତି ହୋଇଛନ୍ତି ସଂକଳ୍ପବଦ୍ଧ । ଜୀବଜନ୍ତୁଙ୍କ ଦାଉରୁ ଗଛକୁ ସୁରକ୍ଷା ଦେବା ପାଇଁ ତାରଜାଲି ଘେରାଇ ଥିବା ବେଳେ ତାର ଜାଲି ଚୋରିକୁ ରୋକିବାକୁ ଲଗାଇଛନ୍ତି ପ୍ରତିଟି ଦେବାଦେବୀଙ୍କ ଫଟୋ ଆଉ ପତାକା । ଏଭଳି ଉପାୟ ଦ୍ୱାରା ରୋପିତ ବୃକ୍ଷର ଶତ ପ୍ରତିଶତ ସୁରକ୍ଷା କରିପାରିଛନ୍ତି ବ୍ରହ୍ମପୁରର ସବୁଜ ବାହିନୀ ।
#GoodNews #Berhampur #SabujaBahini #protectionoftrees #Odisha #ArgusNews