ବ୍ରହ୍ମପୁର- ଏସଡିଜେଏମ କୋର୍ଟ ଭିତରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଜଣେ ମହିଳା ହଠାତ କୋର୍ଟକୁ ଆସି ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । କୋର୍ଟରେ ଥିବା ପୋଲିସ କର୍ମଚାରୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି
#ArgusNews #Berhampur #SDJMCourt #WomanRescued #Odisha