ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପୁଣି ଯୌନ କେଳେଙ୍କାରୀ ଅଭିଯୋଗ । ଓଡ଼ିଆ ବିଭାଗର ଛାତ୍ରୀ ଅଭିଯୋଗ ପରେ ଏବେ ପୁଣି ଇତିହାସ ବିଭାଗର ଜଣେ ପ୍ରଫେସରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। ଏକ ଚିଠି ଭାଇରାଲ୍ ହେଉଛି।
#Sexualharassment #allegations #BerhampurUniversity #students #complaint #ArgusNews